1st

ଏଠି ସେଠି ସବୁଠି

ଖଣ୍ଡପଡ଼ାରୁ ବିଦେଶ ଯାଏଁ, ସବୁଠି ଅନୁଭବଙ୍କ ଆଦର

ପ୍ରିୟ ଖଣ୍ଡପଡ଼ାର ଭାଇ ଓ ଭଉଣୀ ମାନେ ଆମ ସ୍ୱପ୍ନର ଖଣ୍ଡପଡ଼ା ଗଢିବା ପାଇଁ “Mo Khandapada” ଆପ ଡାଉନଲୋଡ୍ କରନ୍ତୁ
ତଳେ ଦିଆଯାଇଥିବା ଲିଙ୍କ କୁ କ୍ଲିକ କରନ୍ତୁ |

ଜାଗ୍ରତ ଖଣ୍ଡପଡ଼ା

ବିକଶିତ ଖଣ୍ଡପଡ଼ା

ଅନୁଭବ ପଟ୍ଟନାୟକଙ୍କ ନେତୃତ୍ୱରେ ସାକାର ହେଉଛି ଅରୁଣ ବାବୁଙ୍କ ଖଣ୍ଡପଡ଼ା ବିକାଶର ସ୍ୱପ୍ନ

ଅନୁଭବଙ୍କ ସଂକଳ୍ପ

  • ସବୁ ପଞ୍ଚାୟତରେ ବିକାଶ

  • ଗାଁ ଗାଁରେ ଉନ୍ନୟନମୂଳକ କାର୍ଯ୍ୟ

  • ସବୁ ମୁହଁରେ ଦାନା, ସବୁ ମୁଣ୍ଡକୁ ଛାତ

  • ସବୁ ଜମିକୁ ପାଣି, ସବୁ ସାହିକୁ ବିଜୁଳି

  • ସବୁ ରାସ୍ତା ପକ୍କା, ସବୁ ଘରେ ପାଇଖାନା

  • ସବୁ ଶିଶୁଙ୍କୁ ମାଗଣା ଶିକ୍ଷା, ସମସ୍ତଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟସେବା

  • ଚାଷୀ ଓଠରେ ହସ, କାରୀଗରକୁ କାମ

  • ସଂସ୍କୃତିର ସୁରକ୍ଷା, ବିକଶିତ ପର୍ଯ୍ୟଟନ

  • ଆମ ଗାଁ ହସିଲେ ହସିବ ଖଣ୍ଡପଡ଼ା

ସାମାଜିକ ଗଣମାଧ୍ୟମରେ ଅନୁସରଣ କରନ୍ତୁ

ଖଣ୍ଡପଡ଼ା ବିକାଶର କାହାଣୀ

୫ ବର୍ଷରେ ୫୦୦ କୋଟି - ବିକାଶ ପଥେ ଖଣ୍ଡପଡ଼ା ମାଟି

୨୫ ବର୍ଷ ତଳେ ବିଜୁ ପଟ୍ଟନାୟକଙ୍କ ଶାସନ ଅମଳରେ ଖଣ୍ଡପଡ଼ାରେ ପ୍ରଥମ ଥର ପାଇଁ ୧୦୦ କୋଟି ଟଙ୍କାର ଉନ୍ନୟନମୂଳକ କାର୍ଯ୍ୟ କରି ବିକାଶର ନୂଆ କିର୍ତ୍ତୀମାନ ଗଢ଼ିଥିଲେ ସ୍ୱର୍ଗତ ଅରୁଣ ପଟ୍ଟନାୟକ । ଏବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଖଣ୍ଡପଡ଼ାରେ ୪ ବର୍ଷ ଅବଧିରେ ୪୦୦ କୋଟି ଟଙ୍କାରୁ ଅଧିକ ପରିମାଣର ଉନ୍ନୟନ କାର୍ଯ୍ୟକରି ଖଣ୍ଡପଡ଼ା ବିକାଶକୁ ତ୍ୱରାନ୍ୱୀତ କରିଛନ୍ତି ଯୁବ ଅନୁଭବ ପଟ୍ଟନାୟକ ।

ଖଣ୍ଡପଡ଼ା ବ୍ଲକ୍‌ରେ ୨୩୬ କୋଟି ଟଙ୍କା

ଭାପୁର ବ୍ଲକ୍‌ରେ ୨୨୪ କୋଟି ଟଙ୍କା

ଖଣ୍ଡପଡ଼ା ସହରାଞ୍ଚଳରେ ୪୦ କୋଟି ଟଙ୍କା

ଆମରି ଭିତରୁ ଜଣେ, ଆମ ପାଇଁ ସମର୍ପିତ

  • ଭୁବନେଶ୍ୱର ନୁହେଁ, ଖଣ୍ଡପଡ଼ା ତାଙ୍କ ପ୍ରଗତିର ରାଜଧାନୀ, ପ୍ରତିଟି ଗାଁ ତାଙ୍କର କର୍ମସ୍ଥଳ
  • ସର୍ବାଧିକ ସମୟ ନିଜ ନିର୍ବାଚନ ମଣ୍ଡଳୀରେ ଥାଆନ୍ତି ଅନୁଭବ
  • ଖଣ୍ଡପଡ଼ାବାସୀଙ୍କ ପାଇଁ ତାଙ୍କ ଫୋନ୍ ସବୁବେଳେ ଖୋଲା, ସମସ୍ତଙ୍କ ସହ କଥାହୁଅନ୍ତି
  • ପାରିବାରିକ ଉତ୍ସବ ହେଉ କି ସାମୁହିକ ଅନୁଷ୍ଠାନ, ଯେଉଁଠିକୁ ଡାକିଲେ ସେ ପହଞ୍ଚି ଯାଆନ୍ତି
  • ବ୍ୟକ୍ତିଗତ ବିତ୍ତି, ଦୁର୍ବିପାକ, ଘରପୋଡ଼ି, ନଈବଢ଼ି; ସବୁଠି ଠିଆହୁଅନ୍ତି ଅନୁଭବ
  • ଖଣ୍ଡପଡ଼ାର ପ୍ରତି ପଞ୍ଚାୟତରେ ସମତୁଲ ଉନ୍ନୟନ ପାଇଁ ବ୍ରତୀ ଆମର ଯୁବ ପ୍ରେରଣା ଅନୁଭବ
  • କ୍ଷମତାର ବିକେନ୍ଦ୍ରୀକରଣରେ ବିଶ୍ୱାସୀ: ତଳସ୍ତରର ଲୋକଙ୍କ ନିଷ୍ପତ୍ତି ଓ ଦାବିଙ୍କୁ ଦିଅନ୍ତି ଅଗ୍ରାଧିକାର
  • ଦଳୀୟ ରାଜନୀତି ଓ ଗୋଷ୍ଠୀବାଦକୁ ଘୃଣାକରନ୍ତି, ଖଣ୍ଡପଡ଼ାର ପ୍ରତି ଘର ଅନୁଭବଙ୍କ ପରିବାର
  • ଅନୁଭବଙ୍କ ଭାବମୂର୍ତ୍ତି ନିର୍ମଳ: ପିସି କାରବାରକୁ କରନ୍ତି ବିରୋଧ, ଦୁର୍ନୀତିକୁ ଖଣ୍ଡପଡ଼ା ମନା
  • ସଦା ହସହସ, ଅହଙ୍କାର ଶୂନ୍ୟ ଅନୁଭବ ପଟ୍ଟନାୟକ ଅଙ୍ଗୀକାରବଦ୍ଧତା ଓ ନମ୍ରତା ପାଇଁ ସଭିଙ୍କ ପ୍ରିୟ
  • ଅନୁଭବଙ୍କ ପ୍ରାଥମିକତା: ଗାଁର ପ୍ରଗତି, ଗରୀବଙ୍କୁ ନ୍ୟାୟ, ଶିଶୁଙ୍କୁ ଅଧିକାର ଓ ମହିଳାଙ୍କୁ ସମ୍ମାନ

ଆପଣଙ୍କ ଆପତ୍ତି ଓ ଉପଦେଶ

ଠିକଣା

ଖଣ୍ଡପଡ଼ା, ନୟାଗଡ଼, ଓଡ଼ିଶା ପିନ୍ ୭୫୨୦୭୭

    Total number of visitors
    free counter